Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଭାଲୁ ଆକ୍ରମଣ ରେ ଦୁଇଜଣ ଗୁରୁତ୍ତର ଆହତ...

ଭାଲୁ ଆକ୍ରମଣ ରେ ଦୁଇଜଣ  ଗୁରୁତ୍ତର ଆହତ... ମୁରିବାହାଲ,୦୯/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତରଗତ କୁଟନିଝରଣ ଗାଁ ନିକଟସ୍ଥ ଜଙ୍ଗଳରେ ଭାଲ...

ଭାଲୁ ଆକ୍ରମଣ ରେ ଦୁଇଜଣ  ଗୁରୁତ୍ତର ଆହତ...


ମୁରିବାହାଲ,୦୯/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତରଗତ କୁଟନିଝରଣ ଗାଁ ନିକଟସ୍ଥ ଜଙ୍ଗଳରେ ଭାଲୁ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି।

Ad..


ସେମାନେ ହେଲେ ସ୍ଥାନୀୟ କୁଟନିଝରଣ ଗାଁ ର କର ନାଗ(୩୪) ଏବଂ ପଡୋଶୀ ରାଣୀସିଲେଟ ଗ୍ରାମ ର ଜନ୍ମଜୟ ମାଝୀ (୩୫) ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା।

    Ad..


ପରେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭିମ ଭୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଅଞ୍ଚଳରେ ଭାଲୁ ଆତଙ୍କ ଲାଗି ରହିଥିବା ରୁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Ad..





Edited by k.s thakur...

No comments