Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବେଲପଡ଼ା ବ୍ଲକରେ ଉତ୍କଟ ପାନୀୟ ଜଳ ସମସ୍ୟା ; ଜିଲ୍ଲା ମୁଖ୍ୟ ଜଲଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କଲେ KRMM...

ବେଲପଡ଼ା ବ୍ଲକରେ ଉତ୍କଟ ପାନୀୟ ଜଳ ସମସ୍ୟା ; ଜିଲ୍ଲା ମୁଖ୍ୟ ଜଲଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କଲେ KRMM... ବେଲପଡ଼ା,୧୭/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବ...

ବେଲପଡ଼ା ବ୍ଲକରେ ଉତ୍କଟ ପାନୀୟ ଜଳ ସମସ୍ୟା ; ଜିଲ୍ଲା ମୁଖ୍ୟ ଜଲଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କଲେ KRMM...


ବେଲପଡ଼ା,୧୭/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ବିଶେଷ କରି ଧୂମାଭଟା,ଜୁବା ,ବେଲପଡ଼ା ,ତେତେଲମୁଣ୍ଡା ପଞ୍ଚାୟତରେ ଜଳ ଅଭାବ ଦେଖାଯାଇଛି।

Ad..


ବିଭିନ୍ନ ସ୍ଥାନରେ ଦିର୍ଘ ବର୍ଷ ହେବ ପାନୀୟ ଜଳ ପ୍ରକଲ୍ପ ନିର୍ମାଣ କାମ ସମ୍ପୁର୍ଣ ହୋଇପାରୁନାହିଁ। ଜୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗ୍ରାମରେ ଏହା ଦେଖିବାକୁ ମିଲିଛି ୫ ବର୍ଷ ରୁ ଉର୍ଧ୍ୱ ସମୟ ହେଲାଣୀ କାମ ସରୁନାହିଁ ଆଉ କଉଠି କାମ ସରିଛି ପାଣି ଚାଲୁନାହିଁ।

     Ad..


ଜୁବା ଗ୍ରାମ ଏହାର ନିଦର୍ଶନ ଆଉ କଉଠି ପାଇପ ଫାଟି ଆଁ କଲାଣି କିନ୍ତୁ ଏସବୁ ସତ୍ୱେ ବିଭାଗୀୟ ଅଧିକାରୀ ମାନେ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି ସଙ୍ଗଠନ।ଏସବୁର ତୁରନ୍ତ ସମାଧାନ କରିବାକୁ ସଙ୍ଗଠନ ଦାବି କରିଛିି।ନଚେତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ସଙ୍ଗଠନ ଚେତାବନୀ ଦେଇଛି।

     Ad..


କୋସଲ ରାଜ୍ୟ ମୁକ୍ତି ମୋର୍ଚା ର ସାଧାରଣ ସମ୍ପାଦକ ଶ୍ରୀ ଜନାର୍ଦନ ସିଂ ଙ୍କ ନେତୃତ୍ୱରେ ସଂଗଠନ ସମ୍ପାଦକ ଜିତୁ ନାଏକ ,ଲଲିତ ମୋହନ ରାଉତ , ନାରୀ ନେତ୍ରୀ ଚନ୍ଦ୍ରକାନ୍ତି ସେଠ,ଲୋକେଶ ଭୋଇ,ସିପୁନ ଖମାରୀ,ଅଜିତ ସାହୁ,ଆଲତି ରାଉତ,ତୁଷ ବୁଡ଼େକ ପ୍ରମୁଖ ସାମିଲ ଥିଲେ।



Edited by k.s thakur...

No comments