Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଳଷ୍ଟର ଯୋଜନା ବୈଠକ ରେ ଶ୍ରମିକ ଶକ୍ତି ସଂଘ ହେଲେ ସମ୍ବର୍ଦ୍ଧିତ...

ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଳଷ୍ଟର ଯୋଜନା ବୈଠକ ରେ ଶ୍ରମିକ ଶକ୍ତି ସଂଘ ହେଲେ ସମ୍ବର୍ଦ୍ଧିତ... ବଙ୍ଗୋମୁଣ୍ଡା,୧୧/୦୫(ନି.ପ୍ର): ଭାରତ ରୁରାଲ ଲାଇଭଲିହୁଡ ଫା...

ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଳଷ୍ଟର ଯୋଜନା ବୈଠକ ରେ ଶ୍ରମିକ ଶକ୍ତି ସଂଘ ହେଲେ ସମ୍ବର୍ଦ୍ଧିତ...


ବଙ୍ଗୋମୁଣ୍ଡା,୧୧/୦୫(ନି.ପ୍ର): ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ ନୂଆଦିଲ୍ଲୀ ତରଫରୁ ଆୟୋଜିତ ରାଜ୍ୟ ର ରାଜଧାନୀ ଭୂବନେଶ୍ବର ସ୍ଥିତ ହୋଟେଲ ପ୍ରେସିଡେନ୍ସି ରେ ୨୦୨୫୵୨୬ ର ଶ୍ରମିକ ଶକ୍ତିସଂଘ ର କାର୍ଯ୍ଯ ଯଥା ସଏଲଲେସ ନର୍ସରୀ,ପରିବେଶ ଅନୁକୂଳ ଚାଷ ଓ ଉତ୍ପାଦକ ଗୋଷ୍ଠୀର...

Ad..


ଦକ୍ଷତା ବଢାଇବା ପାଇଁ ଉଲ୍ଲେଖନୀୟ  ଅବଦାନ ଯୋଗୁ ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ ର ମୂଖ୍ଯ କାର୍ଯ୍ଯ ନିର୍ବାହୀ କୁଲଦୀପ ସିଂହ ଙ୍କ ହସ୍ତ ରୁ ମାନପତ୍ର ଓ ଟ୍ରଫି ଶ୍ରମିକ ଶକ୍ତିସଂଘ ତରଫରୁ  କାର୍ଯ୍ଯକ୍ରମ ଅଧିକାରୀ ଗୁରୂଗୋବିନ୍ଦ ସିଂହ ମାଝୀ ଗ୍ରହଣ କରିଥିଲେ । 

     Ad..


ପ୍ରକାଶ ଥାଉ କି,ଗତ ବର୍ଷ ମଧ୍ଯ ଉତ୍ତମ କାର୍ଯ୍ଯ ଦକ୍ଷତା ପାଇଁ ସଂଗଠନ ର ପ୍ରୋଗ୍ରାମ ମେନେଜର  ଗୁରୂଗୋବିନ୍ଦ ସିଂହ ମାଝୀ ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ।

Ad..


ଶ୍ରମିକ ଶକ୍ତିସଂଘ ଦୀର୍ଘ ଦିନ ରୁ ପରିବେଶ ସୁରକ୍ଷା ପାଇଁ ଜୈବିକ ଚାଷ,ବୃକ୍ଷ ରୋପଣ,  ଦେଶୀ ବିହନ/ ଧାନ  ସଂରକ୍ଷଣ,  ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ଉପରେ କାର୍ଯ୍ଯ କରୁଥିବା ଯୋଗୁଁ ଗତ ବର୍ଷ ଓଡ଼ିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ଗ୍ରହଣ କରିଛନ୍ତି।



Edited by k.s thakur...

No comments