ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ ସହୀଦ ପ୍ରେମାରାଜ ମଲ୍ଲିକ...
ବରଗଡ଼,୧୩/୦୫(ବିଜୟ କୁମାର ସାହୁ) :ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଲୋକକଳା ଗାଁ କୁମ୍ଭlରୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରେମରାଜ୍ ମଲ୍ଲିକ।ପିଲାବେଲରୁ ଦେଶମାତୃକା ପାଇଁ ସପ୍ନ ଦେଖିଥିଲେ।
Ad..
କୁମ୍ଭାରୀ ହାଇସ୍କୁଲ ଉତ୍ତୀର୍ଣ୍ଣ ହେଲାପରେ ବରପାଲି କଲେଜରେ +୨ ବିଜ୍ଞାନରେ ପାଠ ପଢି ସାରିଲାପରେ ୨୦୧୨ ମସିହାରେ ଭାରତୀୟ ନୌସେନା ବାହିନୀରେ ଯୋଗଦେଇଥିଲେ। ଆଉ ଏକ ବର୍ଷ ଯାଇଥିଲେ ଅବସର ନେଇଥାନ୍ତେ।
Ad..
ବିଧିର ବିଡ଼ମ୍ବନା ସେ ବର୍ତ୍ତମାନ ସହୀଦ ହୋଇଯାଇଛନ୍ତି।ଆଜି ନୌସେନା ବାହିନୀ ପକ୍ଷରୁ ଜନ୍ମ ମାଟିରେ ତୋପ ସଲାମୀ ଦିଆଯାଇଛି।ତାଙ୍କର ପତ୍ନୀ ଓ ଶିଶୁ ଝିଅଟିଏ ଅଛନ୍ତି।ହଜାର ହଜାର ଦେଶପ୍ରେମୀ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ,ପାଣ୍ଡବ କର୍ଣ୍ଣ..
Ad..
ଟୀକାଏତ ମହତ୍ତମ,ପ୍ରଦ୍ୟୁମ୍ନ ତ୍ରିପାଠୀ, ଚାଷୀନେତା ରମେଶ ମହାପାତ୍ର,ଶରତ ଦାଶ,ଆୟୁଷ ନାୟକ ପ୍ରମୁଖଙ୍କ ସହ ପ୍ରଶାସନ ପକ୍ଷରୁ ବରପାଲି ତହସିଲଦାର ରୁକ୍ମିଣ କୁମାର ମେହେର, ଆଇ ଆଇ ସି ପିକେ ସାହୁ,ବିଡ଼ିଓ କୁମୁରା, ଏନ୍ ଏ ସି ଓ ମହାପାତ୍ର ଓ ଜିଲ୍ଲା ପ୍ରଶାସନର ବିଭିନ୍ନ କର୍ମଚାରୀ ଗଣ। ବରପାଲି ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।
Edited by k.s thakur...




