ବାଙ୍ଗାଲୋର ରେ ଆଧ୍ୟାତ୍ମିକ ପରିବେଶ ; ପ୍ରତି ମଙ୍ଗଳବାର ଦିନ ହୁଏ ସତ୍ ସଙ୍ଗ...

ବାଙ୍ଗାଲୋର ରେ ଆଧ୍ୟାତ୍ମିକ ପରିବେଶ ; ପ୍ରତି ମଙ୍ଗଳବାର ଦିନ ହୁଏ ସତ୍ ସଙ୍ଗ...



ବରଗଡ଼/ ବାଙ୍ଗାଲୋର,୧୪/୦୫(ବିଜୟ କୁମାର ସାହୁ) : ବାଙ୍ଗାଲୋର ର ଚୋଖନହଲ୍ଲି  ୟଲଙ୍କା ରେ ଥିବା ପ୍ରୋଭିଡେଣ୍ଟ ହାର୍ମୋନୀ ସୋସାଇଟିରେ ମହେଶ ବଲ କୌସିକ ଙ୍କ ନେତୃତ୍ୱରେ ସମସ୍ତ ଙ୍କ ମଧ୍ୟରେ ଏକ ଭାଇଚାରା ଭାବ ସୃଷ୍ଟି କରିବା ପାଇଁ ଆଧ୍ୟାତ୍ମିକ ପରିବେଶ ରେ ପ୍ରତି ମଙ୍ଗଳବାର ଦିନ ସତ୍ ସଙ୍ଗ ର ଆୟୋଜନ କରାଯାଇଥାଏ।

Ad..


ତିନି ଥର ଓଂକାର ରୁ ଆରମ୍ଭ ହୋଇ ହନୁମାନ ଚାଳିଶା ରେ ଶେଷ ହୋଇଥାଏ। ପ୍ରବଚକ ଭାବରେ ମହେଶ ବଲ କୌସିକ, ଶ୍ରୀମତୀ ରେଖା ଶର୍ମା, ଶ୍ରୀମତୀ ଭାର୍ଗବୀ, ଶ୍ରୀମତୀ ହେମା ଜୀ, ଶ୍ରୀମତୀ କଲ୍ପନା, ଶ୍ରୀମତୀ ସାଧନା ଜୀ,ଆଦି ରାମାୟଣ, ମହାଭାରତ, ଶୀବ ଙ୍କ ଉପରେ ପ୍ରବଚନ ଦେଇଥାନ୍ତି। 

     Ad..


ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ହିରେନ୍ଦ୍ର ଶର୍ମା,ଏଚ୍. କେ. ସିଂହ, ଶୋହନ ଲାଲ୍ ଶ୍ରୀବାସ୍ତବ, ଜିତେନ୍ଦ୍ର କୁମାର ଦାଶ, ଦୀପକ କୁମାର ଶ୍ରୀବାସ୍ତବ, ରବିନ୍ଦ୍ର ସେଠୀ,ଓଙ୍କାର ପ୍ରସାଦ ରୟକ,ଏସ୍. ପି. ଶର୍ମା, କିଶୋର ଚନ୍ଦ୍ର ଶତପଥୀ, ଅର୍ଜୁନ ଭୌମିକ ଓ ଆହୁରି ଅନେକ ଯୋଗ ଦେଇ ଧିରସ୍ଥିର ଚିତ୍ତରେ ଶ୍ରବଣ କରିଥାନ୍ତି । 

Ad..


ଏମାନଙ୍କ ଏତାଦୃଶ ଭକ୍ତି ଭାବ ଦେଖି ଅନ୍ୟ ସୋସାଇଟିରେ ମଧ୍ୟ ଏହିପରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଲାଗିପଡିଛନ୍ତି।



Edited by k.s thakur...

Post a Comment

Previous Post Next Post