"ଆର୍ଟ ଅଫ୍ ଗି୍ଭି୍ଙ୍ଗ" କାର୍ଯ୍ୟକ୍ରମ ଅନୁଷ୍ଠିତ... ମୁରିବାହାଲ,୧୭/୦୫(ଶଙ୍କର ମାଝୀ ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୂମା...
"ଆର୍ଟ ଅଫ୍ ଗି୍ଭି୍ଙ୍ଗ" କାର୍ଯ୍ୟକ୍ରମ ଅନୁଷ୍ଠିତ...
ମୁରିବାହାଲ,୧୭/୦୫(ଶଙ୍କର ମାଝୀ ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୂମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ "ଆର୍ଟ ଅଫ ଗି୍ଭି୍ଙ୍ଗ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୩ତମ ସଂସ୍କରଣ ମୁରିବାହାଲ ବ୍ଲକ ହଳଦୀ ଗାଁରେ ଉତ୍ସାହର ସହ ପାଳିତ ହୋଇଯାଇଛି।
Ad..
ଚଳିତ ବର୍ଷ ଥିମ ସେୟାର ଟୁ ସାଇନକୁ ନେଇ ଆଲୋଚନା ହୋଇଥିଲା।ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଯୁବ ନେତା ରମେଶ ଭୋଇ,ଉପ ସଭାପତି ସଂକିର୍ତ୍ତନ ଶିକା...
Ad..
ଯୁବ ସଂଗଠନ କନ୍ଧ ସମାଜ ସହ ସଂପାଦକ ତଥା ଓଡିଶା ଏକ୍ସପ୍ରେସ ସାମ୍ବାଦିକ ତୁଳସୀ ରାମଭୋଇ , ସଞ୍ଜୟ ଯାନୀ, ଶିକ୍ଷକୟତ୍ରୀ ଗୀତାଞ୍ଜଳି ନାଏକ,ଶିଶୁ ସହାୟିକା ଜାହ୍ନବୀ ମହାନନ୍ଦ...
ଲକ୍ଷ୍ମୀ ଧର କରୁଆ ଙ୍କ ସହ ଅନେକ ଆଦିବାସୀ ନେତା ଯୋଗଦେଇ ଆର୍ଟ ଓ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପରେ କୁନି କୁନି ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା।
Edited by k.s thakur...





No comments