Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଲାୟନ୍ସ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ...

ଲାୟନ୍ସ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ... ବରଗଡ଼,୧୭/୦୫(ବିଜୟ କୁମାର ସାହୁ) : ବରଗଡ଼ ଲାୟନ୍ସ କ୍ଲବ କେବଳ ନାମରେ ନୁହେଁ ସେବା ଓ ତ୍ୟାଗ ରେ ମଧ୍ୟ ନଜର ଛାପ ଛାଡ଼ି...

ଲାୟନ୍ସ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ...


ବରଗଡ଼,୧୭/୦୫(ବିଜୟ କୁମାର ସାହୁ) : ବରଗଡ଼ ଲାୟନ୍ସ କ୍ଲବ କେବଳ ନାମରେ ନୁହେଁ ସେବା ଓ ତ୍ୟାଗ ରେ ମଧ୍ୟ ନଜର ଛାପ ଛାଡ଼ିଥାଏ, କେତେବେଳେ ଅର୍ନ ଦାନ ତ କେତେବେଳେ ଔଷଧ ବଣ୍ଟନ ଆଉ କେତେବେଳେ ଛତା ବଣ୍ଟନ କରି ଜନ ସାଧାରଣ ଙ୍କୁ ସେବା ପ୍ରଦାନ କରିଥାନ୍ତି। 

Ad..


ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ରୌଦ୍ର ତାପ ରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଶୀତଳ ଛାୟା ଓ ଥଣ୍ଡା ପାନୀୟ ର ଆବଶ୍ୟକତା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସଦସ୍ୟ ସଦସ୍ୟା ମାନେ ମିଳିତ ସହଯୋଗରେ ବରଗଡ଼ ର ମୁଖ୍ୟ ଜନଗହଳି ପୂର୍ଣ୍ଣ ଛକ...

    Ad..


ଥାନା ଛକ ଠାରେ ଥଣ୍ଡା ପାନୀୟ ଜଳ ପ୍ରାୟ ଦୁଇ ହଜାର ବ୍ୟକ୍ତି ଙ୍କୁ ବିତରଣ କରିବା ସହିତ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମହତ କାର୍ଯ୍ୟ ରେ ବରିଷ୍ଠ ଆଇନଜୀବୀ ଯୁଗଲ ପ୍ରସାଦ ସିଂହ, କ୍ଲବ ର ସଦସ୍ୟ ସର୍ବଶ୍ରୀ ମନୋଜ ମହାପାତ୍ର,ଅଭୟ କୁମାର ଭୋଇ...

Ad..


ପ୍ରଦୀପ ତୟାଲ, ବିକାଶ ଅଗ୍ରୱାଲ, ଶ୍ରୀମତୀ ଅଞ୍ଜନା ଦାଶ, ଶ୍ରୀ ଶୁଶାନ୍ତ ତ୍ରିପାଠୀ, ଦୀପକ ବଲୋଦିଆ, ଆୟୁଷ ଗୁପ୍ତା, ଗୌରବ ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ, ରୌନକ ଅଗ୍ରୱାଲ, କୁନାଲ ଝାୱଲ,ତରୁଣ ଲାଠ, ପ୍ରାଞ୍ଜଳ ଧାନୁକା,କମଲ ଲାଠ, ସୌରଭ ରେଖାନୀ ଆଦି ସହଯୋଗ କରିଥିଲେ।



Edited by k.s thakur...

No comments