Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ...

ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ... ଭୁବନେଶ୍ଵର,୧୮/୦୫(ନି.ପ୍ର) : ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ...

ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ...


ଭୁବନେଶ୍ଵର,୧୮/୦୫(ନି.ପ୍ର) : ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। 

        Ad..


ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ।ଅନୁଗୁଳ ଅଭିମୁଖେ ଯାଉଥିବା ରେଲୱେ ପୋଲିସକୁ କହିଥିଲେ। ଏମାନଙ୍କୁ ନେଇ ଯାଉଥିବା ୨ ଜଣଙ୍କୁ ଅଟକ ରଖିଲା ପୋଲିସ। 

    Ad..


ଧର୍ମାନ୍ତିକରଣ ପାଇଁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଉଦ୍ଧାର କରାଯାଇ ସେମାନଙ୍କୁ ଚାଇଲ୍ଡ ଲାଇନରେ ଛଡାଯାଇଛି।



Edited by k.s thakur...

No comments