ବରଗଡ଼ ଜିଲ୍ଲା ପଦ୍ମପୁର ଦହି ଗାଁ ରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ତେଲି ଦାଦର ଟିମ୍ ଚମ୍ପିଆନ... ବରଗଡ଼,୧୮/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଦହିଗା ଠାରେ...
ବରଗଡ଼ ଜିଲ୍ଲା ପଦ୍ମପୁର ଦହି ଗାଁ ରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ତେଲି ଦାଦର ଟିମ୍ ଚମ୍ପିଆନ...
ବରଗଡ଼,୧୮/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଦହିଗା ଠାରେ ରାତ୍ରି କାଳୀନ ଦିନିକିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଛି।
Ad..
ଦହି ଗାଁ ବୀର ବଜରଙ୍ଗ ବଳୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଜିଲ୍ଲା ର ମହୁଲପାଲି, ଜ୍ଞାନ,ତେଲିଦାଦର, ଦହି ଗାଁ,ତାଲପାଲି,ଚଣ୍ଡିଭଟା,ଝର,କୁଚିପାଲି,ଗୁଠୁର୍ଲା,ଜାମପାଲି ପ୍ରମୁଖ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ତେଲିପାଲି ଓ ଜ୍ଞାନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Ad..
ଶେଷରେ ତେଲି ଦାଦର ଫାଇନାଲ ର ଚମ୍ପିଆନ ହୋଇଥିଲେ। ସନ୍ଧ୍ୟା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ପଦ୍ମପୁର ଟାଉନ୍ କ୍ଲବ୍ ସଭାପତି ତଥା ଯୁବନେତା ପ୍ରିତେଶ ବହିଦାର ଯୋଗଦାନ ଦେଇଥିବା ବେଳେ...
ଉପ ସଭାପତି ନରେଶ ସୁନ୍ଦର ସାହୁ, ସମାଜସେବୀ ଅଶୋକ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖେଳାଳି ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।
Edited by k.s thakur...




No comments