Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ପ୍ରତିଦିନ ‘ବ୍ରିଫିଂ ପରେଡ’ : ଡିଜିପି...

ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ପ୍ରତିଦିନ ‘ବ୍ରିଫିଂ ପରେଡ’ : ଡିଜିପି... ଭୁବନେଶ୍ୱର,୧୧/୦୫(ନି.ପ୍ର): ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ...

ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ପ୍ରତିଦିନ ‘ବ୍ରିଫିଂ ପରେଡ’ : ଡିଜିପି...


ଭୁବନେଶ୍ୱର,୧୧/୦୫(ନି.ପ୍ର): ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Ad..


ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ପ୍ରତିଦିନ ‘ବ୍ରିଫିଂ ପରେଡ’ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କ ସହ ଆସ୍ଥା ଓ ସମନ୍ୱୟ ମଜଭୁତ କରିବାକୁ ଡିଜିପି ଅଧିକାରୀଙ୍କୁ କହିଛନ୍ତି। 

    Ad..


ଏପରିକି ERVରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ଦେବାକୁ ଡିଜିପି ଅଧିକାରୀଙ୍କୁ କହିଛନ୍ତି।

    Ad..



Edited by k.s thakur...

No comments