Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବାଲିଅନ୍ତା ଘଟଣା ପରେ ; ଭୁବନେଶ୍ୱର ପୋଲିସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ...

ବାଲିଅନ୍ତା ଘଟଣା ପରେ ; ଭୁବନେଶ୍ୱର ପୋଲିସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ... ଭୁବନେଶ୍ଵର,୧୧/୦୫(ନି.ପ୍ର) :  ଭୁବନେଶ୍ୱର ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ। ବାଲ...

ବାଲିଅନ୍ତା ଘଟଣା ପରେ ; ଭୁବନେଶ୍ୱର ପୋଲିସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ...


ଭୁବନେଶ୍ଵର,୧୧/୦୫(ନି.ପ୍ର) : ଭୁବନେଶ୍ୱର ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ। ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡରେ ଡିଜି । ପୋଲିସ ଭବନରେ କମିସନରେଟ୍ ପୋଲିସର ସମସ୍ତ IIC ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।

Ad..


ଏହି ବୈଠକ ପରେ ବାଲିଅନ୍ତା ଘଟଣାରେ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ପୋଲିସ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିଲା । ମାତ୍ର ଭିଡ଼କୁ ସାମ୍ନା କରି ସୌମ୍ୟକୁ ବଞ୍ଚାଇ ପାରି ନଥିଲା। 

      Ad..


ତେଣୁ ସେଥିପାଇଁ ୪ ଜଣ ପୋଲିସ ସସ୍‌ପେଣ୍ଡ୍‌ ହୋଇଛନ୍ତି।ସେ ଆଉ ମଧ୍ୟ କହିଛନ୍ତି ପୋଲିସ ପ୍ରଶାସନର ଯେଉଁଠି ତ୍ରୁଟି ରହିଛି ଗଣମାଧ୍ୟମ ଜଣାଇବା ଭଲ। ଯେଉଁଠି ପୋଲିସ ସଠିକ୍‌ ପଦକ୍ଷେପ ନେଉଛି, ତାହା ମଧ୍ୟ ସାମ୍ନାକୁ ଆସୁ। 

     Ad..


କିଛି ଘଟଣା ଘଟୁଥିଲା ବେଳେ ଲୋକଙ୍କ ହସ୍ତକ୍ଷେପ ଆଇନର ଅଧିକାର ।ମାତ୍ର କାହାକୁ ପିଟିବା ଅଧିକାର ଆଇନ କାହାକୁ ଦେଇନି, ନ୍ୟାୟଳୟ ଅଛି।



Edited by k.s thakur...

No comments