Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ମହାନଦୀ ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି: ଏଜି ପୀତାମ୍ବର...

ମହାନଦୀ ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି: ଏଜି ପୀତାମ୍ବର... ଭୁବନେଶ୍ଵର,୧୦/୦୫(ନି.ପ୍ର):  ବର୍ଷ ବର୍ଷ ଧରି ମହାନଦୀ ଜଳ ବିବାଦ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦ୍ୱନ୍...

ମହାନଦୀ ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି: ଏଜି ପୀତାମ୍ବର...


ଭୁବନେଶ୍ଵର,୧୦/୦୫(ନି.ପ୍ର): ବର୍ଷ ବର୍ଷ ଧରି ମହାନଦୀ ଜଳ ବିବାଦ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦ୍ୱନ୍ଦ୍ୱର ଏକ ପ୍ରମୁଖ ବିନ୍ଦୁ ହୋଇ ରହିଛି। ଏହାରି ମଧ୍ୟରେ ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡ଼କୁ ଯାଉଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। 

Ad..


ସେ କହିଛନ୍ତି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି । ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି। 

    Ad..


୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟଭିତ୍ତିକ ରିପୋର୍ଟ ରଖିଛନ୍ତି । ଟ୍ରିବ୍ୟୁନାଲ ଦ୍ବାରା କୌଣସି ଜଳ ବିବାଦର ସମାଧାନ ହୋଇନାହିଁ।ସେ ଆଉ ମଧ୍ୟ କହିଛନ୍ତି କିଛି ଲୋକ ନିଜ ରାଜନୈତିକ ଫାଇଦା ପାଇଁ ଅଦାଲତ ଯାଇଥିଲେ। 

Ad..


୭ ବର୍ଷ ଭିତରେ ଅଦାଲତି କାର୍ଯ୍ୟ କିଛି ଆଗେଇ ନଥିଲା। ଟ୍ରିବ୍ୟୁନାଲଙ୍କୁ ଧନ୍ୟବାଦ ଆପୋଷ ବୁଝାମଣା ପାଇଁ ସମ୍ମତି ଦେଇଛନ୍ତି।



Edited by k.s thakur...

No comments