କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ... ଭୁବନେଶ୍ଵର,୨୦/୦୫(ନି.ପ୍ର) : ୨ ବର୍ଷରେ କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ। ଏ ନେଇ ...
କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
ଭୁବନେଶ୍ଵର,୨୦/୦୫(ନି.ପ୍ର) : ୨ ବର୍ଷରେ କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ। ଏ ନେଇ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Ad..
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଧାନ ଉତ୍ପାଦନ ବଢିଛି କିନ୍ତୁ ରଖିବାକୁ ଜାଗା ନାହିଁ। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଛି । ତେଣୁ ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା ଚାଲିଛି।
Ad..
Edited by k.s thakur...




No comments