Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବଦଳିଲା CRUTର ନାଁ : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ...

ବଦଳିଲା CRUTର ନାଁ :  କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ... ଭୁବନେଶ୍ଵର,୨୦/୦୫(ନି.ପ୍ର) :  ବଦଳିଲ...

ବଦଳିଲା CRUTର ନାଁ : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ...


ଭୁବନେଶ୍ଵର,୨୦/୦୫(ନି.ପ୍ର) : ବଦଳିଲା ସରକାର CRUTର ନା। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର। 

Ad..


ଏହା ସହ ବାରିପଦା ,ଅନୁଗୁଳ,ଝାରସୁଗୁଡ଼ା ଓ ବାଲେଶ୍ୱରରେ ଆମ ବସ ଚାଲିବା । ରାଜ୍ୟ ସାରା ଆଗାମୀ ଡିପୋ ଏବଂ ବୈଦ୍ୟୁତିକ ଗତିଶୀଳତା ଭିତ୍ତିଭୂମିର ସମୟାନୁବର୍ତ୍ତୀ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଚାରାଧୀନ ଭିତ୍ତିଭୂମି ଏବଂ ବିଦ୍ୟୁତ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

    Ad..


ସେ କହିଛନ୍ତି କଟକ, ଭୁବନେଶ୍ୱର ଓ ରାଉରକେଲା ପାଇଁ ୧୦୦ଟି ଇଭି ବସ ଆସିବ। ସମ୍ବଲପୁର ଓ ବ୍ରହ୍ମପୁରରେ ଚଳାଚଳ କରିବ ୧୦୦ଟି ଇଭି ବସ।



Edited by k.s thakur...

No comments