Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ପ୍ରାକୃତିକ ଘୂର୍ଣି ଝଡ ଫଳରେ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ...

ପ୍ରାକୃତିକ ଘୂର୍ଣି ଝଡ ଫଳରେ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ... ବେଲପଡ଼ା,୦୧/୦୫(ନି.ପ୍ର) : ପ୍ରାକୃତିକ ବିପର୍ଯ୍ୟୟ ଏକ ବଡ଼ ଧରଣର ତାଣ୍ଡବ ଖେଳାଇ ଦେଇ ପାରେ ଏହା ନିସନ...

ପ୍ରାକୃତିକ ଘୂର୍ଣି ଝଡ ଫଳରେ ସ୍କୁଲର ସୌନ୍ଦର୍ଯ୍ୟକରଣ ନଷ୍ଟ...


ବେଲପଡ଼ା,୦୧/୦୫(ନି.ପ୍ର) : ପ୍ରାକୃତିକ ବିପର୍ଯ୍ୟୟ ଏକ ବଡ଼ ଧରଣର ତାଣ୍ଡବ ଖେଳାଇ ଦେଇ ପାରେ ଏହା ନିସନ୍ଦେହ ଏବଂ ଅତୀତରେ ଏହାର ଅନେକ ଉଦାହରଣ ମଧ୍ୟ ରହିଛି। 

Ad..


ଏହିପରି ଏକ ପ୍ରାକୃତିକ ଘୂର୍ଣି ଝଡ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଡକରା ଗ୍ରାମରେ ଆଜି ଗୁରୁବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଦେଖିବା କୁ ମିଳିଛି। ଫଳ ସ୍ୱରୂପ ଗ୍ରାମରେ ଥିବା ବଡ଼ ବଡ଼ ଗଛ,ଘର ଭାଙ୍ଗି ଧନ ଜୀବନ କ୍ଷୟ କ୍ଷତି ହୋଇଛି। 

    Ad..


ତେବେ ସେହି ପରିପ୍ରେକ୍ଷୀରେ ସ୍ଥାନୀୟ ସ୍କୁଲ ପରିସରରେ ଥିବା ସୋନ୍ଦର୍ଯ୍ୟ ରେ ପରିପୂର୍ଣ ଫୁଲ ବଗିଚା, ବିଭିନ୍ନ ପନିପରିବା ଗଛ, ତଥା ପାଣି ଟାଙ୍କି କୁ ଉକ୍ତ ଘୂର୍ଣୀ ଝଡ଼ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଛି।

Ad..


ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ବର୍ଗେ ଙ୍କ ଉଦ୍ୟମ ଏବଂ ଅନ୍ୟ ଶିକ୍ଷକ ଓ ଗ୍ରାମ ବାସୀଙ୍କ ସହଯୋଗରେ ଡକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଦୁଇ ଗୋଟି ମୁଖ୍ୟମନ୍ତ୍ରୀ ଶିକ୍ଷ୍ୟା ପୁରସ୍କାର ପାଇଥିବା ବେଳେ...

Ad..


ଗତକାଲି ଏହି ଘୁର୍ଣି ଝଡ଼ ର ତାଣ୍ଡବରେ ବିଦ୍ୟାଲୟର ସୁନ୍ଦର ପରିବେଶ ନଷ୍ଟ ହୋଇ ଯାଇଥିବାରୁ ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଶିକ୍ଷକ ଓ ଗ୍ରାମବାସୀ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛନ୍ତି



Edited by k. s thakur...

No comments