Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ...

ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ... ବଲାଙ୍ଗିର,୦୬/୦୫(ନିପ୍ର): ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ ।ସହରରେ ପାନୀୟ ଜଳ ସଙ୍କଟର ତୀବ୍ର...

ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ...


ବଲାଙ୍ଗିର,୦୬/୦୫(ନିପ୍ର): ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ ।ସହରରେ ପାନୀୟ ଜଳ ସଙ୍କଟର ତୀବ୍ର ପ୍ରତିବାଦ କରି ପିଏଚଡି ଅଫିସ ଘେରାଉ କରାଯାଇଛି। 

Ad..


ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଏବଂ ଅନେକ କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରି ସହରର ପାନୀୟ ଜଳ ସଙ୍କଟର ପ୍ରତିବାଦ କରିଛନ୍ତି । ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇନ୍ଦ୍ରଜିତ ସାହୁଙ୍କ ଟେବୁଲରେ ମାଠିଆ ରଖିଥିଲେ ଆନ୍ଦୋଳନକାରୀ।

    Ad..



Edited by k.s thakur...

No comments