ବିଜେପି ପାର୍ଟି ଅଫିସରେ ପଦାଧିକାରୀ ଓ ପ୍ରଭାରୀ ବୈଠକ...

ବିଜେପି ପାର୍ଟି ଅଫିସରେ ପଦାଧିକାରୀ ଓ ପ୍ରଭାରୀ ବୈଠକ...


ଭୁବନେଶ୍ଵର,୧୬/୦୭(ନି.ପ୍ର) : ଗତକାଲି ବିଜେପି ପାର୍ଟି ଅଫିସରେ ରାଜ୍ୟ ପଦାଧିକାରୀ ଏବଂ ପ୍ରଭାରୀ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ମଧ୍ୟ ସାମିଲ ହିଲୋଇଥିଲେ।

             Ad..


ଏହି ବୈଠକରେ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଦଳର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା। 

ବିଶେଷକରି ପଞ୍ଚାୟତ ସ୍ତର, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନକୁ କିପରି ଅଧିକ ସକ୍ରିୟ ଓ ସୁଦୃଢ଼ କରାଯିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।



Edited by k.s thakur...

Post a Comment

Previous Post Next Post