ତତ୍କାଳୀନ CMOରୁ ଫାଇଲ୍‌ ଗାଏବ ଘଟଣା; ତଦନ୍ତ ଦାବି କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର...

ତତ୍କାଳୀନ CMOରୁ ଫାଇଲ୍‌ ଗାଏବ ଘଟଣା; ତଦନ୍ତ ଦାବି କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର...


ଭୁବନେଶ୍ଵର,୩୦/୦୬(ନି.ପ୍ର) : ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। 

           Ad..


ଏହି ପ୍ରସଙ୍ଗକୁ ନେଇ ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି  ରେଜିଷ୍ଟରରେ ଯେଉଁମାନେ ନେଇଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।ନବୀନ ବାବୁ ନେଇଥାନ୍ତୁ କି ଯିଏ ନେଇଥାନ୍ତୁ କାର୍ଯ୍ୟାନୁଷ୍ଠାନ ହେବ। 

ନବ ଦାସ, ଲକ୍ଷ୍ମଣାନନ୍ଦ ସରସ୍ବତୀ, ମମିତା ମେହେର ହତ୍ୟାର ସାନି ତଦନ୍ତ ହେଉ। ମାହାଙ୍ଗା ଡବଲ ମର୍ଡର, ପରି ହତ୍ୟାକାଣ୍ଡ ପୁନର୍ବାର ତଦନ୍ତ ହେବା କଥା। ଏହାଦ୍ୱାରା ପୀଡ଼ିତ ପରିବାର ନ୍ୟାୟ ପାଇପାରିବେ।



Edited by k.s thakur...

Post a Comment

Previous Post Next Post