ମୁଖ୍ୟ ଚିକିତ୍ସାଳୟ ପରିସରରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ ଅଭିଯୋଗ...

ମୁଖ୍ୟ ଚିକିତ୍ସାଳୟ ପରିସରରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ ଅଭିଯୋଗ...


ଭଦ୍ରକ,୩୦/୦୬(ନି.ପ୍ର) : ଚିକିତ୍ସାଳୟ ପରିସରରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ। ଓଡ଼ିଶାର ଭଦ୍ରକ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (DHH)ରେ ଡ୍ୟୁଟି ସମୟରେ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। 

          Ad..


ଆକ୍ରମଣରେ ମହିଳା ସିକ୍ୟୁରିଟି ଗାର୍ଡ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Edited by k.s thakur...

Post a Comment

Previous Post Next Post