ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା; ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ...

ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା; ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ...


ଭୁବନେଶ୍ଵର,୧୪/୦୭(ନି.ପ୍ର) : ଜେଲରୁ ମୁକ୍ତି ହେବେ ଦାରା ସିଂ। ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମରେ ଦାରା ସିଂଙ୍କୁ ଜେଲ୍‌ରୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

         Ad..


ଏ ନେଇ ଆଜି ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ଏପି ସିଂ। ସେ କହିଛନ୍ତି ଯଦି ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ନ ଛାଡ଼ନ୍ତି, ତାହେଲେ ଅଗଷ୍ଟ୧୯ରେ ପୁଣି ଶୁଣାଣି ହେବ।



Edited by k.s thakur...

Post a Comment

Previous Post Next Post