ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକା ଜାରି...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ପାଇଁ ମାର୍ଗଦର୍ଶିକା ଜାରି...


ଭୁବନେଶ୍ଵର,୧୪/୦୭(ନି.ପ୍ର) : ରାଜ୍ୟର ବୟସ୍କ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତାରେ ଦେଶର ବିଭିନ୍ନ ଧାର୍ମିକ ସ୍ଥଳୀ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଙ୍ଗଳବାର ଦିନ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ପାଇଁ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି।

    Ad..


ଯେଉଁଥିରେ ଜୁଲାଇ ୧୫ ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଆବେଦନ କରିବାକୁ ବରିଷ୍ଠ ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଇଛି।



Edited by k.s thakur...

Post a Comment

Previous Post Next Post