ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ଗାଡି ଚାଳକ...

ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ଗାଡି ଚାଳକ...


ବରଗଡ଼,୧୦/୦୬(ବିଜୟ କୁମାର ସାହୁ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ସରଧାପୁର ବାବା ମଠ ବିଜୁ ଏକ୍ସପ୍ରେସ ନିକଟରେ  କଳାହାଣ୍ଡି ଜିଲ୍ଲା ପଡୁ ଆସି ସରଧାପୁର ନିକଟ ରେ ଗାଡି ରଖି ଗ୍ୟାସ ଚୁଲା ରେ ରୋଷଇ କରିବା ସମୟରେ ଟ୍ରାକରେ ଲାଗିଯାଇଥିଲା ନିଆଁ।

Ad..



ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଫୋନ କରି ଜଣାଇଲାପରେ ଦମକଳ ବିଭାଗ ତରବାରିଆ ଭାବରେ କମ ପାଣି ଧରି ଆସି ନିଆଁ ଲିଭାଇ ଥିଲେ  କିନ୍ତୁ ନିଆଁ ପୁଣି ଥରେ ଲାଗିଲା ନିଆଁ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଅନେକ ସମୟ ଧରି ଚେଷ୍ଟା ପରେ ନିଆଁ ଉପରେ ଆୟତ କରିଥିଲେ।



Edited by k.s thakur...

Post a Comment

Previous Post Next Post