ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ : ଆଲୋଚନା ଚକ୍ର...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ : ଆଲୋଚନା ଚକ୍ର...


ବରଗଡ଼,୧୦/୦୬(ବିଜୟ କୁମାର ସାହୁ) : ସହରବାସୀ ଙ୍କ ପାଇଁ ଆସ୍ବସ୍ତ ଅଙ୍ଗ ନଦୀ ରେ ବହିଲା ଜଳଧାର ଆଉ କିଛି ଦିନ ଭିତରେ ପାଇପ୍ ଜଳ ଯୋଗାଣ ହେବାର ସମ୍ଭାବନା ରହିଛି। ଆଜି ଲଖମରା ବ୍ରିଜ୍ ତଳର ଦୃଶ୍ୟ ଦେଖିବାକୁ ମିଳିଛି। 

        Ad..


ଉକ୍ତ ସ୍ଥାନରୁ ନଦୀ ରେ ନାଗେନଦର୍ହା ପ୍ରାୟ ୩ କିମି ଦୂର। ବଡ଼ ବଡ଼ ଦର୍ହା ଯାହା ପାଣି ଭର୍ତ୍ତି ହୋଇ ନାଗେନଦର୍ହା ପହଞ୍ଚିବା ରେ ବିଳମ୍ବ ହୁଏ। ବିତରିତ ପର୍ଯ୍ୟନ୍ତ ପାଣି ପହଞ୍ଚିଥିବା ବେଳେ ଆଉ ମାତ୍ର ଗୋଟିଏ କିଲୋମିଟର ଦୂର ନାଗେନଦର୍ହା ରେ ପାଣି ପହଞ୍ଚିବ। ବାକି ରହିଲା ଭଗବାନ ଭରୋସା।



Edited by k.s thakur...

Post a Comment

Previous Post Next Post