ରାଜ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି...

ରାଜ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି...


ଭୁବନେଶ୍ଵର,୦୫/୦୬(ନି.ପ୍ର) : ରାଜ୍ୟରେ ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି। ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି ହୋଇଛି। 

Ad..



ଏନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖଣି ଦ୍ୱାରା ପ୍ରଭାବିତ ସମସ୍ତ ଅଞ୍ଚଳ ବିକାଶମୂଳକ ସହାୟତାର ସେମାନଙ୍କର ନ୍ୟାଯ୍ୟ ଅଂଶ ପାଇବା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।



Edited by k.s thakur...

Post a Comment

Previous Post Next Post