ଟ୍ରକକୁ ଧକ୍କା ଦେଲା ବସ୍: ହେଲପର ମୃତ, ୧୫ ଆହତ...

ଟ୍ରକକୁ ଧକ୍କା ଦେଲା ବସ୍: ହେଲପର ମୃତ, ୧୫ ଆହତ...


ଅନୁଗୁଳ,୦୫/୦୬(ନି.ପ୍ର): ଅନୁଗୁଳ ଜିଲ୍ଲା ଲୁହାମୁଣ୍ଡାରେ ଲୁହାମୁଣ୍ଡାରେ ଟ୍ରକକୁ ଧକ୍କା ଦେଲା ବସ୍। ହେଲପର ମୃତ, ୧୫ ଆହତ। ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। 

         Ad..


କୋଇଲା ବୋଝେଇ ଟ୍ରକର ବେଆଇନ୍ ପାର୍କିଂକୁ ବସ୍ ଧକ୍କା ଦେଇଥିଲା। ଦିଲଖୁସ ବସ୍ ଟି ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିଲା। ୨୨ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇଥିବାର ସୂଚନା ରହିଛି।

ଆହତମାନଙ୍କୁ କିସନନଗର ଓ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ହିଁ ହେଲପରଙ୍କ ମୃତ୍ୟୁ ହୋଇଛି।



Edited by k.s thakur...

Post a Comment

Previous Post Next Post