ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ...

ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ...


ଜଗତସିଂହପୁର,୧୩/୦୬(ନି.ପ୍ର) : ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଦର ଥାନା ନିପୁର ଗାଁ ନିକଟରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ।

Ad..



ଏ ନେଇ ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହିତ ଆବଶ୍ୟକୀୟ ବେସରକାରୀ ଓ ସରକାରୀ ଜମି ଚିହ୍ନଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ।



Edited by k.s thakur...

Post a Comment

Previous Post Next Post