ଏକାମ୍ର କାନନ ରାସ୍ତା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ...

ଏକାମ୍ର କାନନ ରାସ୍ତା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ...


ଭୁବନେଶ୍ଵର,୧୩/୦୬(ନି.ପ୍ର) : ଭୁବନେଶ୍ୱରରେ ସହରୀ ସଂଯୋଗୀକରଣ ଏବଂ ଉନ୍ନତ ସାର୍ବଜନୀନ ଭିତ୍ତିଭୂମି ଦିଗରେ ଆଉ ଏକ ପଦକ୍ଷେପ । ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ଏକାମ୍ର କାନନ ରାସ୍ତା ଉଦ୍‌ଘାଟନ କରିଛନ୍ତି।

Ad..



ଗଣିତ ପ୍ରତିଷ୍ଠାନରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ରାସ୍ତା ଉଦ୍‌ଘାଟିତ ହୋଇଛି। ଏହା ସହିତ ‘ଜୟଦେବ ବିହାର – ନନ୍ଦନ କାନନ’ ରାସ୍ତାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସହରର ଟ୍ରାଫିକ ସମସ୍ୟା ହ୍ରାସ କରି ଲୋକଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ କରିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।



Edited by k.s thakur...

Post a Comment

Previous Post Next Post