ସରସ୍ପତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଛାତ୍ରୀ ବରଗଡ଼ ଜିଲ୍ଲା ରେ ଟପର୍... ପଦ୍ମପୁର,୦୨/୦୫(ବିଜୟ କୁମାର ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁ...
ସରସ୍ପତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଛାତ୍ରୀ ବରଗଡ଼ ଜିଲ୍ଲା ରେ ଟପର୍...
ପଦ୍ମପୁର,୦୨/୦୫(ବିଜୟ କୁମାର ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଚଳିତ ହାଇସ୍କୁଲ ଦଶମ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରଖିବା ସହିତ...
Ad..
A1-ରେ ଜେଣ ମଧ୍ୟରୁ ଦୀପଶିଖା ଗଡତିଆ-୫୭୩ ମାର୍କ ରଖି( ୯୫.୫ %) ବରଗଡ଼ ଜିଲ୍ଲା ରେ ସର୍ବୋଚ୍ଚ ଅଙ୍କ ରଖି ବିଦ୍ୟାଳୟ କୁ ସାରା ଓଡ଼ିଶାରେ ଗୌରବାନ୍ଵିତ କରିଛନ୍ତି।
Ad..
ସିଦ୍ଧାର୍ଥ ଶେଖର ସାହୁ-୫୫୯ ମାର୍କ (୯୩.୧୬ %),ଆଲୋକ ରଂଜନ ୫୫୭ ମାର୍କ ( ୯୨.୮୩%) ଶେପାଳୀ ପଧାନ ୫୪୦ ମାର୍କ (୯୦%) A2-୯ ଜଣ, B1-୨୭ ଜଣ, B2-୨୮ ଜଣ C- ୧୫ ଜଣ, D-୪ ଜଣ ଏହିପରି ଶତ ପ୍ରତିଶତ ପାସ କରିଛନ୍ତି।
Ad..
ଏହିସବୁ ଶ୍ରେୟ ବିଦ୍ୟାଳୟ ଅନୁଶାସନ , ସମସ୍ତ ଗୁରୁଜୀ ଗୁରୁମା ଙ୍କ କଠୋର ପରିଶ୍ରମ ରେ ମାର୍ଗଦର୍ଶନ ସହିତ ଉନ୍ନତମାନର ଶିକ୍ଷାଦାନ , କଠିନ ଅଧ୍ୟବସାୟ ସଂସ୍କାର ତଥା ଅଭିଭାବକ, ଅଭିଭାବିକା, ପରିଚାଳନା ସମିତି ର ସଭ୍ୟ ମାନଙ୍କ ର ମାର୍ଗଦର୍ଶନ ତଥା ଶିଶୁ ମାନଙ୍କ...
କଠୋର ପରିଶ୍ରମରେ ଶତ ପ୍ରତିଶତ ଫଳାଫଳ ରଖି ଥିବାରୁ ବିଦ୍ୟାଳୟ କୁ ସମସ୍ତ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି।
Edited by k.s thakur...





No comments