ପଦ୍ମପୁର ମାରୱାଡି ମହିଳା ସମିତି ତରଫରୁ ରାମଜୀ ମନ୍ଦିର ପୂଜକ ଙ୍କୁ ଷ୍ଟେନ୍ ଫେନ ପ୍ରଦାନ...

ପଦ୍ମପୁର ମାରୱାଡି ମହିଳା ସମିତି ତରଫରୁ ରାମଜୀ ମନ୍ଦିର ପୂଜକ ଙ୍କୁ ଷ୍ଟେନ୍ ଫେନ ପ୍ରଦାନ...


ବରଗଡ଼/ପଦ୍ମପୁର,୧୩/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଉତ୍କଳ ପ୍ରଦେଶ ମହିଳା ସମିତି ର ପଦ୍ମପୁର ସ୍ଥିତ ମାରୱାଡି ମହିଳା ସମିତି ଦ୍ବାରା ରାମଜୀ ମନ୍ଦିର କୁ ପଙ୍ଖା ପ୍ରଦାନ କରାଯାଇଛି। 

         Ad..


ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ରାମଜୀ ମନ୍ଦିର ଗର୍ଭଗୃହ ଭିତରେ ଲଗାଯିବା ପାଇଁ ଏକ ଷ୍ଟେଣ୍ଡ ଫେନ ପ୍ରଦାନ କରାଯାଇଛି। ପ୍ରବଳ ଗରମ କୁ ହୃଦବୋଧ କରି ମହିଳା ସମିତି ଦ୍ବାରା ମାରୱାଡି ଯୁବା ମଞ୍ଚ ସଭାପତି ଙ୍କ ଉପସ୍ଥିତିରେ ପଙ୍ଖା ପ୍ରଦାନ କରାଯାଇଛି।

    Ad..



Edited by k.s thakur...

Post a Comment

Previous Post Next Post