ଟେମରୀ ପଞ୍ଚାୟତ ରେ ନୂତନ ସ୍ଥାୟୀ ଧାନ ମଣ୍ଡି ର ଶୁଭ ଉଦ୍ଘାଟନ...

ଟେମରୀ ପଞ୍ଚାୟତ ରେ ନୂତନ ସ୍ଥାୟୀ ଧାନ ମଣ୍ଡି ର ଶୁଭ ଉଦ୍ଘାଟନ...


ବରଗଡ଼,୧୩/୦୫(ବିଜୟ କୁମାର ସାହୁ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଠାରେ ସରକାରଙ୍କ ତରଫରୁ ଏକ ସ୍ଥାୟୀ ଧାନ ମଣ୍ଡି ନିର୍ମାଣ କରାଯାଇଥିଲା। 

Ad..


ରବି ଫସଲ ପାଇଁ ଆଜି ସକାଳ ୧୦ ଘ. ସମୟରେ ଟେମରୀ ଗ୍ରାମ ପଞ୍ଚାୟତ ର ଅବସରପ୍ରାପ୍ତ ସେକ୍ରେଟାରୀ ଶ୍ରୀମାନ୍  ରୁଷଭ ସାହୁ ଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା ଯୋଗଦେଇଥିଲେ। 

    Ad..


ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ଯୋଗାଣ ଅଧିକାରୀ ଦେବାଶିଷ ମେହେର, ଆର. ଏମ୍. ସି. ର କୃପାସିନ୍ଧୁ ଦିଶ୍ରୀ, ଫିରୋଜ ପ୍ରଧାନ, ସେବା ସମବାୟ ସମିତି ତରଫରୁ ପବିତ୍ର ସାହୁ...

Ad..


ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାହୁ, ନାରାୟଣ ଥପା, ତୁକାରାମ ଠାକୁର, ଦେବାରଚନ ସାହୁ, କିଶୋର କୁମାର ରଣା, ଭାଗବତ ସାହୁ, ଉତ୍ତମ ସାହୁ, ଅନଙ୍ଗ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post