Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବିରମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆଇନ ସଚେତନତା କାର୍ଯ୍ୟକ୍ରମ...

ବିରମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆଇନ ସଚେତନତା କାର୍ଯ୍ୟକ୍ରମ... ବରଗଡ଼,୧୪/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବିରମାଲ ଗ୍ରାମପଞ୍ଚା...

ବିରମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆଇନ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼,୧୪/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବିରମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗୁରୁବାର ଦିନ ୦୯:୩୦ରେ ଏକ ଆଇନ ସଚେତନତା ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

      Ad..


ଉକ୍ତ ସଭାରେ ଗ୍ରାମପଞ୍ଚାୟତ ର ଭଦ୍ର ବ୍ୟକ୍ତି ଓ ମହିଳାମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜୀଲ୍ଲା ଆଇନ ସେବା ପ୍ରାଧିକରଣ ର ସେକ୍ରେଟାରୀ ଶ୍ରୀ ବିଭୁତି ଭୁଷଣ ନାଏକ ,ବିରମାଲ ସରପଞ୍ଚ ସୁସମା ଆଚାର୍ଯ୍ୟ...

    Ad..


ନିରନ କୁମାର ମିଶ୍ର ପେନାଲ ଲୋୟର , ଶ୍ରୀ ଅପ୍ରମିତ ମିଶ୍ର LADC , ଯୋଗଦେଇଥିଲେ। ଏଥିରେ PLV ଗୁଣାକାର ଗୁଆଲ ଓ PLV ଠାକୁର ବିଶ୍ଵାଲ ସହଯୋଗ କରିଥିଲେ। 
Ad..



ଉକ୍ତ କାର୍ଯ୍ୟକ୍ରମରେ ମାଗଣା ଆଇନ ସେବା ଓ ବାଲ୍ୟ ବିବାହ ଉଚ୍ଛେଦ ବିଷୟରେ ଆଲୋଚନା କରି ଆଇନ ସଚେତନତା ଉପରେ ଲୋକଙ୍କୁ ବଝାଇ ଥିଲେ।



Edited by k.s thakur...

No comments