ତୁରେକେଲା ଥାନା ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ...

ତୁରେକେଲା ଥାନା ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୮/୦୫(ନି.ପ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ଥାନା ଅଧିକାରୀ ରାକେଶ କୁମାର ବେହେରା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ...

      Ad..


କନଷ୍ଟେବଳ,ଗୃହରକ୍ଷୀ ଓ ଅନ୍ୟ କର୍ମଚାରୀ ମାନେ ଚକ୍ଷୁ ପରୀକ୍ଷା କରାଇଥିଲେ। ମହାନଦୀ ନେତ୍ର ଚିକିତ୍ସାଳୟ ରୁ ଆସିଥିବା ଡାକ୍ତର ଓ ବିଶେଷଜ୍ଞ ଦଳ ଆବଶ୍ୟକ ଚିକିତ୍ସା ପ୍ରଦାନ କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ।

    Ad..




Edited by k.s thakur...

Post a Comment

Previous Post Next Post