ଲୁକୁପାଲି ରେ ସୋଲାର ପ୍ରକଳ୍ପ ଅଚଳ : ପିଇବା ପାଣି ପାଇଁ ହନ୍ତସନ୍ତ...

ଲୁକୁପାଲି ରେ ସୋଲାର ପ୍ରକଳ୍ପ ଅଚଳ : ପିଇବା ପାଣି ପାଇଁ ହନ୍ତସନ୍ତ...


ପାଇକମାଳ,୧୩/୦୪(ବିଜୟ କୁମାର ସାହୁ): ପାଇକମାଳ ବ୍ଳକ ମିଠାପାଲି ପଞ୍ଚାୟତ ପିପଲଖୁଣ୍ଟା ଗାଁ ଲୁକୁପାଲି ପଡ଼ାରେ ଆଜକୁ ପାଖାପାଖି ୧  ମାସ ହେଲାଣି ସୋଲାର ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ପିଇବା ପାଣି ପାଇଁ ପଡାବାସୀ ହନ୍ତସନ୍ତ ହେଉଛନ୍ତି। 

Ad..


ପଡ଼ାରେ ପାଖାପାଖି ୨୫୦ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ତେଣୁ ସୋଲାର ପ୍ରକଳ୍ପ ଅଚଳ ହୋଇ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପଡାବାସୀ ଦାବି କରିଛନ୍ତି।

     Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post