ମୁରିବାହାଲ ବଜରଙ୍ଗ ଦଳ ପକ୍ଷରୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ...

ମୁରିବାହାଲ  ବଜରଙ୍ଗ ଦଳ ପକ୍ଷରୁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ...


ମୁରିବାହାଲ,୨୯/୦୪(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବଜରଙ୍ଗ ଦଳ ସଭାପତି ସଂଯୋଜକକ ଙ୍କର ନେତୃତ୍ୱ  ରେ ବିଶ୍ଵ ହିନ୍ଦୁ ପରିଷଦ  ବଜରଙ୍ଗ ଦଳ   ତରଫ ରୁ ଗୋ ସମ୍ମାନ ଆହ୍ଵାନ ଅଭିଯାନ ପାଇଁ... 

        Ad..


ମୁରିବାହାଲ  ତହସିଲଦାର ଙ୍କୁ  ଦାବି  ପ୍ରଥନା ପତ୍ର ଦିଆ ଗଲା ଏହି ଦାବି ପତ୍ର ର ମୁଖ୍ୟ ଉଦ୍ଦେଶ୍ୟ ହେଲା (୧)ସେବା: ଗୋ-ମାତାଙ୍କୁ ଉପଯୁକ୍ତ ଅନୁସନ୍ଧାନ (Research) ଏବଂ ଅନୁଦାନ ମିଳୁ।(୨)ସୁରକ୍ଷା: ଭାରତରୁ ଗୋ-ହତ୍ୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହେଉ।

    Ad..


(୩)ସମ୍ମାନ: ଗୋ-ମାତାଙ୍କୁ ରାଷ୍ଟ୍ରମାତା (ରାଷ୍ଟ୍ରଦେବ, ରାଷ୍ଟ୍ରରାଧା, ରାଷ୍ଟ୍ର ଧରୋହର,ରାଷ୍ଟ୍ରର ଆଧାର) ର ମୌଳିକ ଅଧିକାର ପ୍ରଦାନ କରାଇବା ଦାବି ପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ ,ବିଶ୍ଵ ହିନ୍ଦୁ ପରିଷଦ ର ରାଜୀବ କୁମାର ମହାନ୍ତି...

Ad..


ନିରଞ୍ଜନ ସାହୁ  ବଜରଙ୍ଗ ଦଳ ସଭାପତି ପଦ୍ମଲୋଚନ ସାହୁ, ଜିଲ୍ଲା ବଲ ଉପାସନା ପ୍ରମୁଖ ସୁଧାଂଶୁ ପୋଡ଼ ୟାଦବ, ଦିବ୍ୟସୁନ୍ଦର ସାହୁ,ବାବୁଲାଲ କେତକୀ,ରଞ୍ଜିତ ଆଚାରି,ମୁକୁନ୍ଦ ବଗର୍ତ୍ତି,ବିରଞ୍ଚି ଭୋଇ...

Ad..


ଉଦିତ କଟା,ବାବୁଲି ରାଉତ,ଅଜିତ ବାଗ, ରାଜ ନାଗ, ଗୋବିନ୍ଦ ଶେଠ୍,ଉଦୟ ସାହୁ,ଲିଲୁ ଜାଲ ,ନୀତେଶ ସାହୁ ଦୀପକ ହାତୀ  ଓ ଶତାଧିକ  କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post