ପଦ୍ମପୁର ସହରର ଜଣାଶୁଣା ବ୍ୟକ୍ତିତ୍ବ ସରୋଜ ଅଗ୍ରୱାଲ ଙ୍କ ପରଲୋକ...

ପଦ୍ମପୁର ସହରର ଜଣାଶୁଣା ବ୍ୟକ୍ତିତ୍ବ ସରୋଜ ଅଗ୍ରୱାଲ ଙ୍କ ପରଲୋକ...


ପଦ୍ମପୁର,୧୧/୦୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଜଣାଶୁଣା ସମାଜସେବୀ ସ୍ବର୍ଗତ ଲକ୍ଷ୍ମୀନାରାୟଣ ଅଗ୍ରୱାଲଙ୍କ ପୁତ୍ର ସରୋଜ ଅଗ୍ରୱାଲ ଙ୍କ ଆଜି ଦେହାନ୍ତ ଘଟିଛି। 

           Ad..


ଦେହାନ୍ତ ପରେ ପଦ୍ମପୁର ନିଜ ବାସଭବନରେ ପରିବାରର ବର୍ଗଙ୍କ ଉପସ୍ଥିତ ରେ ପ୍ରାଥମିକ ପ୍ରକ୍ରିୟା ଶେଷ ହେବାପରେ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର ଶେଷ ହୋଇଛି। ଦୂରଦୂରାନ୍ତରୁ ତାଙ୍କ ସମ୍ପର୍କୀୟ ଉପସ୍ଥିତ ରେ ସରୋଜ ଙ୍କ ବଡ଼ପୁଅ ଚନ୍ଦନ ବନଶଲ ଓ ବଂଶୀଧର ବନଶଲ ଙ୍କ ଉପସ୍ଥିତି ରେ ଶେଷ କର୍ମ ସମାପନ ହୋଇଛି। 

Ad..


ତାଙ୍କ ଦେହାନ୍ତ ରେ ବାସଭବନ ରେ ମାରବାଡି ସମାଜ ସହ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post