ମନରେଗା କାମରେ ଦୁର୍ନୀତିର ଗନ୍ଧ ; ଜାଣିଶୁଣି ପ୍ରଶାସନ ଚୁପଚାପ !

ମନରେଗା କାମରେ ଦୁର୍ନୀତିର ଗନ୍ଧ ; ଜାଣିଶୁଣି ପ୍ରଶାସନ ଚୁପଚାପ !


ବଙ୍ଗୋମୁଣ୍ଡା,୨୮/୦୨(ନି.ପ୍ର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁ ମନରେଗାରେ(MGNREGA) ଖୋଲା ହେଇଛି ଫାଇଲ କିନ୍ତୁ ବଡ଼ପରା ଗାଁ ରେ କାମ ନ ହୋଇ ତାହା ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ପ୍ଲଟ ରେ କାମ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ।

Ad..


ପୁଣି ଏଥିରେ ବ୍ଲକ ପ୍ରଶାସନ ମିଶି ଟଙ୍କା ଆତ୍ମସାତ କରୁଥିବା ସହ ଜଣଙ୍କୁ ମଧ୍ୟ ଡୁପ୍ଲିକେଟ ଗାଁ ସାଥୀ ସଜାଇ ଅର୍ଥ ଆତ୍ମସାତ କରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।

Ad..


ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଡୁପ୍ଲିକେଟ ଗାଁ ସାଥୀକୁ ବହିଷ୍କାର ସହ ବଡ଼ପରାର ଚାରିବର୍ଷ ର ମନରେଗା କାମର ତଦନ୍ତ କରିବାକୁ ଜନସାଧାରଣରେ ଦାବୀ ହେଉଛି।



Edited by k.s thakur...

Post a Comment

Previous Post Next Post