ଘର ଭାଙ୍ଗି ଚାଷ ନଷ୍ଟକଲା ଜଙ୍ଗଲୀ ହାତୀ...

ଘର ଭାଙ୍ଗି ଚାଷ ନଷ୍ଟକଲା ଜଙ୍ଗଲୀ ହାତୀ...


ବେଲପଡା,୨୮/୦୨: ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅନ୍ତର୍ଗତ ବେଲପଡା ବ୍ଲକ ର ପଣକିମାଲ ଗାଁରେ ହାତୀ ଉପଦ୍ରବ ଦେଖୁବାକୁ ମିଳିଛି, ବିଳମ୍ବିତ ରାତ୍ରି ରେ ଗୋଟିଏ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ତେଜରାଜ ମଲ୍ଲିକ ଏବଂ ସସେଇ ଭୋଇ ଙ୍କ ଘର, ଧାନ ଚାଉଳ ପନିପରିବା ଆଦି କ୍ଷତି କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି।

        Ad..


ସ୍ଥାନୀୟ ଅଂଚଳ ରେ ଦୀର୍ଘ ଦିନରୁ ହାତୀ ଉତ୍ପାତ କରୁଥୁଲେ ହିଁ ହାତୀ ଘୋଉଡ଼ାଇବାକୁ ଜଙ୍ଗଲ ବିଭାଗ ଫେଲ ମାରିଛି, ଯା ଫଳରେ ବାରମ୍ବାର ଗାଁ ଭିତରକୁ ହାତୀ ପଶୁଥ‌ିବା ଅଭିଯୋଗ ହେଉଛି, ଏମିତି ହାତୀ ର ଗତିବିଧି ଉପରେ ଲୋକ ଖବର ପାଉନଥିବା ରୁ ଜଙ୍ଗଲ ବିଭାଗ ଲୋକଙ୍କୁ ସଚେତନ କରିବାକୁ ଦାବି ହେଉଛି।

Ad..


ତେବେ ଏନେଇ ଦାୟିତ୍ଵ ରେ ଥୂବା ଫରେଷ୍ଟର ଶିବା ଯୋଶୀ ଙ୍କୁ ପଚାରାଇବାରୁ ଆମେ ତଦନ୍ତି କରୁଛୁ କ୍ଷୟକ୍ଷତି ଆକଳନ ରେ ସରକାର ଙ୍କ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।



Edited by k.s thakur...

Post a Comment

Previous Post Next Post