ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ...
ଭୁବନେଶ୍ଵର,୧୨/୦୨: ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି।ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ।ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ।
Ad..
କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ୍ ସ୍କ୍ବାଡ୍ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ବରେ ଟିମ୍ ଚଢ଼ାଉ କରିଥିଲେ।ବଢ଼ାଉରେ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ୩ ମହିଳା ଓ ୪ ପୁରୁଷଙ୍କୁ ଉଠାଇ ନେଲା ପୋଲିସ।
Tags:
Bhubaneswar
khordha
latest news
latest update
odisha daily current affairs
odisha news
police
raid
sex racket busted



