ତାଲପାଲି ରେ ସଦଗୁରୁ ଦେବ ସୁବାସ ଚନ୍ଦ୍ର ବାବା ଙ୍କ ସମାଧି ମନ୍ଦିରର ରତ୍ନମୁଦ ମହୋତ୍ସବ...

ତାଲପାଲି ରେ ସଦଗୁରୁ ଦେବ ସୁବାସ ଚନ୍ଦ୍ର ବାବା ଙ୍କ ସମାଧି ମନ୍ଦିରର ରତ୍ନମୁଦ ମହୋତ୍ସବ...
ଭଟଲି,୨୫/୦୨(ବିଜୟ କୁମାର ସାହୁ): ଭଟଲି ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ରେ ପରମ ପୂଜ୍ୟ ସୁବାସ ଚନ୍ଦ୍ର ବାବା ମହାରାଜ ଙ୍କ ସମାଧି ମନ୍ଦିର ର ରତ୍ନ ମୁଦ ମହୋତ୍ସବ ଶୁଭାରମ୍ଭ ହୋଇ ଯାଇଛି।
        Ad..
ତାଲ ପାଲି ଗ୍ରାମ ବାସୀ ଓ ଆତ୍ମ ଚେତନା ସଂଘ ଓ ଅଞ୍ଚଳ ବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି ମହୋତ୍ସବ ରେ ପଣ୍ଡିତ ବିଘ୍ନ ରାଜ୍ ଦାଶ,ସୁଧାଂଶୁ ଦାଶ,ଦୀପକ ହୋତା,ରାଜା ଦାଶ ପ୍ରମୁଖ ଙ୍କ ପୌରୋହିତ୍ୟ ରେ ଯଜମାନ ଭାବେ ରାଜା ଦୋରା, ମିତ୍ର ଭାନୁ ମାଝୀ,ନବୀନ ପଟେଲ,ଶିବାନନ୍ଦ ସା,ତ୍ରିଲୋଚନ ସା,ନାରାୟଣ ସା ପ୍ରମୁଖ ସପତ୍ନିକ ଦାୟିତ୍ବ ନିର୍ବାହ କରିଥିଲେ।

ପ୍ରଥମ ଦିବସ ରେ ଗ୍ରାମ ର ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ ଭଜନ କୀର୍ତ୍ତନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଦିଲ୍ଲୀପ ପ୍ରଧାନ,ଦୀନବନ୍ଧୁ ସାହୁ,ଗୌର ହରି ପାତ୍ର,କମଳା କାନ୍ତ ସା, ମିତ୍ର ଭାନୁ ସାହୁ ଗୋପାଳ ଭୁ ଏ ପୁର ନ ଭୁ ଏ ସୁଶିଲ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର...

ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୂର୍ବାଦଲ ମେହେର,ଅବସର ପ୍ରାପ୍ତ ଶିକ୍ଷକ କପିଳେଶ୍ୱର ବାଗ,ବିଶିଷ୍ଟ ଲେଖିକା କମଳିନୀ ଦେବୀ,ମୀନା ପଣ୍ଡା ,ଦୟାନିଧିମହାପାତ୍ର ,ଗୋପବନ୍ଧୁ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ବିଭୂତି ଲାଭ କରି ଥିଲେ।

ତେବେ ୨୬ ତାରିଖ ଏହି ସମାଧି ମନ୍ଦିର ର  ରତ୍ନ ମୁଦ ଉତ୍ସବ ମହା ସମାରୋହ ରେ ସମ୍ପନ୍ନ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।




Report : Bijay ku sahu 
Edited by k.s thakur...

Post a Comment

Previous Post Next Post