ଜିଲ୍ଲା କଂଗ୍ରେସ ତରଫରୁ କିରଣ ରିଜିଜୁ ଓ ସାଂସଦ ନିଶିକାନ୍ତ ଦୁବେ ଙ୍କ ବିରୋଧ ରେ ଲିଖିତ ଏତେଲା...

ଜିଲ୍ଲା କଂଗ୍ରେସ ତରଫରୁ କିରଣ ରିଜିଜୁ ଓ ସାଂସଦ ନିଶିକାନ୍ତ ଦୁବେ ଙ୍କ ବିରୋଧ ରେ ଲିଖିତ ଏତେଲା...


ବରଗଡ଼,୨୫/୦୨(ବିଜୟ କୁମାର ସାହୁ): ଆଜି ବୁଧବାର ଦିନ ପୂର୍ବାହ୍ନ ଘ୧୨.୦୦ଣ୍ଟା ସମୟରେ ବରଗଡ଼ କଚେରୀ ପ୍ରଙ୍ଗଣରେ ସମସ୍ତେ ଏକତ୍ରୀତ ହୋଇ ଜିଲ୍ଲା କଂଗ୍ରେସ ସଭାପତି ଆଦରଣୀୟ ଶ୍ରୀଯୁକ୍ତ ହରଦୀପ ସିଂହଙ୍କ ନେତୃତ୍ବରେ ଆରକ୍ଷୀ ଅଧ୍ଯୀକ୍ଷକଙ୍କ କାର୍ଯ୍ୟାଳୟ(SP Office) ଠାରେ...

       Ad..


"କଂଗ୍ରେସ ଦଳର ସର୍ବମାନ୍ୟ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ଓ ସାଂସଦ ଶ୍ରୀ ନିଶିକାନ୍ତ ଦୁବେ ଙ୍କ ବିରୋଧ ରେ ତରନ୍ତ ଦୂୁଢ଼ କାର୍ଯ୍ୟାନୁଷ୍ଠାନ " ଦାବୀରେ ଲିଖିତ ଏତେଲା ଦିଆ ହୋଥିଲା। 

ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସରୋଜ କୁମାର ଷଡଙ୍ଗୀ, ଅନନ୍ତ ଶୟନ ପାଢ଼ୀ,କିଶୋର ଦଫାଦାର, ବ୍ରହ୍ମାନନ୍ଦ ମହାକୁଡ଼, ପ୍ରତାପ ଚନ୍ଦ୍ର ନାୟକ, ଆନନ୍ଦ ପ୍ରଧାନ, ପାଣ୍ଡବ କର୍ଣ୍ଣ, ରମେଶ ପଣ୍ଡା, ଭବାନୀ ଶଙ୍କର ପାଢୀ, ରବିନ ଦାଶ, ଗୌନ୍ତିଆ କୁମାର ସାହୁ, ବୈକୁଣ୍ଠ ଷଡଙ୍ଗୀ...

ଗୁଣନିଧି ମିଶ୍ର, ସୁନୀତା ବାଗ, ସୁଶାନ୍ତ କୁମାର ସାହୁ, ମାଧବ ସାହୁ, ଗୋବିନ୍ଦ ସାହୁ, ପଞ୍ଚାନନ ମିଶ୍ର, ମୋତିଲାଲ ଦାଶ, ଶ୍ରୀମନ୍ତ ବାରିକ, ବିମଲ ଶିକ୍କା, ଫଗନୁ ମହାନନ୍ଦ, ସୁଶିଲ କୁମାର ଭୋଇ, ଅନନ୍ତ ତାଣ୍ଡି, ଗଣେଶ ନାଇଡୁ, ଯୁଧିଷ୍ଠିର ଭୋଏ, ଦୁର୍ଗାମାଧବ ତ୍ରିପାଠୀ ଓ ଅନେକ କଂଗ୍ରେସ ପ୍ରେମି ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post