ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠି କୁ ଅର୍ଥରାଶି ପ୍ରଦାନ...

ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠି କୁ ଅର୍ଥରାଶି ପ୍ରଦାନ...


ପଦ୍ମପୁର,୨୦/୦୨ : ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣ ଙ୍କ ଯାତାୟତର ଭିଡ଼ କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ୪୦ ହଜାର ଟଙ୍କା ସଂଗୃହୀତ ହୋଇଥିଲା। 

          Ad..


ସଂଗୃହିତ ପାର୍କିଂ ରାଶି କୁ ରେଡକ୍ରସ ପାଣ୍ଠି କୁ ଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ତାକୁ ପ୍ରଦାନ କରାଯାଇଛି। ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅରଗୁଲା ଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠି କୁ ୪୦ ହଜାର ଟଙ୍କା ର ଏକ ଚେକ୍ ଦାନ କରାଯାଇଛି। 

ପ୍ରଦାନ ସମୟରେ ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର, ଉପସଭାପତି ଅଶୋକ ମିଶ୍ର,ନରେଶ ସୁନ୍ଦର ସାହୁ,ଆଦିତ୍ୟ ରଥ,ହରି ସିଂ,ଅମିତ ଗର୍ଗ,ଅଖିଳ ପଟ୍ଟନାୟକ,ଦୀନେଶ ବାରିକ,ସୋମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post