ଗଉଡ଼ମାଲରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦର ସାଂଗଠନିକ ବୈଠକ...

ଗଉଡ଼ମାଲରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦର ସାଂଗଠନିକ ବୈଠକ...


ଝାରବନ୍ଧ,୦୯/୦୨ : ବରଗଡ଼ ଜିଲ୍ଲା ଝାର ବନ୍ଧ ବ୍ଲକ ଗଉଡମାଲ ଗ୍ରାମ ରେ ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

          Ad..


ଜିଲ୍ଲା ସଭାପତି ପ୍ରମୋଦ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ବାବା ରାମ ନାରାୟଣ ଦାସ,ବରିଷ୍ଟ ଉପଦେଷ୍ଟା ଲଳିତ ମୋହନ ପଣ୍ଡା ,ରାମ ଚନ୍ଦ୍ର ସାହୁ ,ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା  କରିଥିଲେ।

Ad..


ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଗତ ମାସ ରେ ଅନୁଷ୍ଟିତ ହୋଇଥିବା ରାଜ୍ୟ ସମ୍ମିଳନୀ ର ସମୀକ୍ଷା କରାଯାଇଥିଲା।ଏହି ଅବସର ରେ ସଂଯୋଜକ ଶିବାଜୀ ବାଗଙ୍କ ସମେତ ବରିଷ୍ଟ ସଦସ୍ୟ ଦେବରାଜ ପ୍ରଧାନ ,ଶାନ୍ତା ରଣା...

ବସନ୍ତ ଭୁଏ,କ୍ଷୀର ସାଗର ବାଗ,ବିରଜାନନ୍ଦ୍ ପ୍ରଧାନ,ପ୍ରମୋଦ ସାହୁ, ୟଶ କୁମାର ପଟେଲ,ମଣି ସାହୁ,ଉମାକାନ୍ତ ସାହୁ,ଶରତ ସାହୁ,ନରୋତ୍ତମ ରଣା,ଦିଗାମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗ୍ରାମ ରେ ସଙ୍କୀର୍ତ୍ତନ ପରିଷଦ ର ସାଂଗଠନିକ ସ୍ଥିତି ଉପସ୍ଥାପନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post