ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ...
କଣ୍ଟାବାଞ୍ଜି,୦୯/୦୨(ନି.ପ୍ର): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ପଣ୍ଡରେନ ଗ୍ରାମ ନିକଟରେ ଆଜି ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି।
Ad..
ସୂଚନା ଅନୁସାରେ, ମୃତକ ମାନଙ୍କ ପରିଚୟ ତୁରେକେଲା ଗ୍ରାମର କ୍ଷୀର ପଟେଲ(୫୫),କୁନି ପଟେଲ, ଦେବାଶିଷ ପଟେଲ(୬) ଏବଂ ମୋହନ ପଟେଲ ବୋଲି ଜଣାପଡିଛି।କ୍ଷୀର,କୁନି,ଦେବାଶିଷ ଙ୍କ ଘର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ଗ୍ରାମ ର ବୋଲି ଜଣାପଡିଛି।
Ad..
ପୋଲିସ ଶବ ଗୁଡ଼ିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା।ଏହ ସହ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।
Edited by k.s thakur...
Tags:
4 died
kantabanji
latest news
latest update
odisha daily current affairs
odisha news
Road accident
turekela



