ବରାଜୂରା ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା...

ବରାଜୂରା ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା...


ମୁରିବାହାଲ,୨୬/୦୨(ଶଙ୍କର ମାଝୀ ): ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବରାଜୂରା ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

Ad..


ପୂଜା କର୍ତ୍ତା  ନିତ୍ୟାନନ୍ଦ ଛତ୍ରିଆ ଏବଂ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରା ଛତ୍ରିଆ ଦାୟିତ୍ୱ ତୁଲାଉଥିବା ବେଳେ ପୂଜକ କାଶୀନାଥ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି।ଜପକ ଭାବେ ଜୟପ୍ରକାଶ ଦାସ, ଶୁଭମ ଦାସ, ସ୍ୱାଧୀନ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି ପୂଜା କମିଟି ସଭାପତି ଛବିରାମ କଟା... 

ସମ୍ପାଦକ ଟୁନୁ ନାଗ ଏବଂ ହସମୁଖ ଛତ୍ରିଆ ଲଷ୍ମୀଧର ବାଗ,ଗିରିଧାରୀ ଛତ୍ରିଆ, ଛବିଳ ବାଗ ରବି ବାଗ ଟଙ୍କଧର ବାଗ କୁଶଦ୍ୱଜ ବାଗ ତୁଲାରାମ ବାଗ ଯୁଜେଷ କେତକୀ,  ଏବଂ ଗ୍ରାମ ବାସି ସହଯୋଗ କରୁଛନ୍ତି।



Report : Shankar majhi

Edited by k.s thakur...

Post a Comment

Previous Post Next Post