କଟନି ଛଟନି ନାଁରେ ଚାଷୀ ଙ୍କୁ ଶୋଷଣ ; ଇଚ୍ଛାପଡା ପେକ୍ସରେ ଦେଖିବାକୁ ମିଳୁଛି ଦଲାଲ ରାଜ ?

କଟନି ଛଟନି ନାଁରେ ଚାଷୀ ଙ୍କୁ ଶୋଷଣ ; ଇଚ୍ଛାପଡା ପେକ୍ସରେ ଦେଖିବାକୁ ମିଳୁଛି ଦଲାଲ ରାଜ ?


ମୁରିବାହାଲ,୦୧/୦୨(ନି.ପ୍ର): ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡା ପେକ୍ସ ସମ୍ପାଦକ ସନ୍ତୋଷ କୁମାର ସାହୁ ଏବଂ ନମୋ ନାରାୟଣୀ ମିଳର୍ସ ଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି କଟନି ଛଟନି ! କ୍ୟୁଣ୍ଟାଳ ପିଛା କାଟୁଛନ୍ତି ୫କେଜି ଧାନ।

Ad.. 


ନିଜେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ବଳାଙ୍ଗିର ଜିଲ୍ଲାର ବିଭିନ୍ନ ପେକ୍ସ କୁ ପରିଦର୍ଶନ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ।ଯେ କ୍ୟୁଣ୍ଟାଳ ପିଛା ୨କେଜି ରୁ ଅଧିକ କଟନି  ଛଟନି କରି ପାରିବେ ନାହିଁ। 

        Ad..


ଯଦି କାଟିବେ ତେବେ ତାଙ୍କ ନାମରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଇଚ୍ଛାପଡା ପେକ୍ସ ରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଇଚ୍ଛାପଡା ପେକ୍ସ ସମ୍ପାଦକ ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ଚାଷୀ ମାନଙ୍କର ସ୍ବଇଛା ରେ ୪କେଜି ରୁ ୫କେଜି କାଟୁଛୁ ବୋଲି ପ୍ରକାଶ କରିଛନ୍ତି।

Ad..


ସେ ସରକାରଙ୍କ ନିୟମ ବିରୋଧ କାମ କରୁଥିବାରୁ ଏବଂ ମିଳର୍ସ ଓ ଦଲାଲ ମାନଙ୍କ ସହିତ ମିସି ଚାଷୀ ମାନଙ୍କୁ ଶୋଷଣ କରୁଥିବା ରୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅଶୋନ୍ତସ ପ୍ରକାଶ ଦିଖିବାକୁ ମିଳିଛି।



Edited by k.s thakur...

Post a Comment

Previous Post Next Post