୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଯାପିତ...

୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଯାପିତ...


ମୁରିବାହାଲ,୧୩/୦୨(ଶଙ୍କର ମାଝୀ): ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ର ଡୁଡୁଗାପଡ଼ା ଖେଳ ପଡିଆରେ ମାଲପଡା ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। 

        Ad..


ଉଦଯାପିତ ଦିବସରେ ବରିଷ୍ଠ ବିଜେପି ନେତା ପୁରନ୍ଧର ବାଗ ଯୋଗଦେଇଥିଲେ। ସମ୍ମାନିତ ଅତିଥି ମୁରିବାହାଲ ବିଧାୟକ ନୋମିନି ଗଙ୍ଗାଧର ହେର୍ଣ୍ଣା ତେଜୁରାମ ଶତପଥି ପ୍ରମୁଖ ମଞ୍ଚାସିନ ଥିଲେ। 

୧୬ଦଳ ବିଶିଷ୍ଟ ପ୍ରତିଯୋଗିତାରେ  ଫାଇନାଲ ମ୍ୟାଚରେ ସିଆନଝୁଣଗୀ ଏବଂ ନାରେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସିଆନଝୁଣଗୀ ୩-୦ରେ ବିଜୟୀ ହୋଇଥିଲା। 

ବିବଛ ମାଝୀ ଖେଳପରିଚାଳନା କରିଥିବାବେଳେ, ବୈଷ୍ଣବ ତାଣ୍ଡି, ସାନ ମାଝୀ,ଚୌଧର ଭୋଇ ଲାଇନ ମ୍ୟାନ କାର୍ଯ୍ୟ ତୁଲାଇଥିଲେ ଏବଂ ମାଲପଡା ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post