ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ବେଲପଦର ଚାମ୍ପିୟାନ୍...
ମୁରିବାହାଲ,୧୩/୦୨(ଶଙ୍କର ମାଝୀ): ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ଅନ୍ତର୍ଗତ ବେଲପଦର୍ ଖେଲପଡିଆଠାରେ ଅଷ୍ଟମଥର ସ୍ୱାମିବେବେକନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।
Ad..
ଏହି ପ୍ରତିଯୋଗିତା ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ଖେଳ ବେଲପଦର୍ ଓ ଘୁଡ଼ାର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା। ଘୁଡାର ଦଳ ପ୍ରଥମ ବ୍ୟାଟିଂ କରି ନିର୍ଧାରିତ ଓଭର ରେ ୧୦୪ ରନ କରିଥିବାବେଳେ ବେଲପଦର ଦଳ ୩ଉଇକେଟ ବିନିମୟ ରେ ୧୦୫ ରନକରି ଫାଇନାଲ ଚମ୍ପିୟାନ ହୋଇଥିଲେ।
ମ୍ୟାଚ ରେଫରି ଭାବରେ ତେଜରାଜ ସରାଫ ଓ ପିଏ ତାଣ୍ଡି ପରିଚାଳନା କରିଥିଲେ ଉଦଯାପନୀ ଦିବସରେ ମୁଖ୍ୟଅତିଥି ପୂର୍ବତନ୍ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ,ସମ୍ମାନିତ ଅତିଥି ଭାବରେ ସିରୁଲ ସରପଞ୍ଚ ଲମ୍ବୋଦର ବଗର୍ତ୍ତୀ,ପୂର୍ବତନ ସରପଞ୍ଚ ଡୁଲମଣି ବାଗ,କଶ୍ୟପ ସରାଫ,ମୋତିରାମ ପଟେଲ,ପ୍ରଦୀପ ଖର୍ସେଲ,ମାଧବ ସୁନା..
ବେଣୁ ନାଗ,ଶୁକଦେବ ପଟେଲ,ହୁର୍ଡାନନ୍ଦ୍ ଦୀପ,ଲଳିତ କଟା, ଲକ୍ଷ୍ମୀ ଛତ୍ରିଆ ,ତପନ ଦୀପ,ବରୁଣ ଲୁହା,ପିନ୍ଟୁ ଦୀପ,ହୁତାସନ୍ ବାଗ ପରମାନନ୍ଦ ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ।ଅନୁଷ୍ଠାନର ସଦସ୍ୟ ଅରୁଣ ବନଛୋର ,ଭୁବନ ମାଝି,ସମୀର ନାଗ ରହିତ ପଟେଲ,ଦିନ ପଟେଲ ,ଗଙ୍ଗା ପଟେଲ ଆଲ୍ଟୁ ଦୀପ ପ୍ରମୁଖ ସହଯୋଗ କରିଥିଲେ।ବିଜେତା ଏବଂ ଉପବିଜେତା ଦଳ କୁ ନଗଦ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।
Edited by k.s thakur...


