ସିମେଣ୍ଟ ନଗର ପି ଏମ ଶ୍ରୀ ହାଇସ୍କୁଲରେ ପଢିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ...
ବରଗଡ଼,୨୦/୦୧(ବିଜୟ କୁମାର ସାହୁ): ବରଗଡ଼ ବ୍ଲକ ସିମେଣ୍ଟ ନଗର ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦେବ ଜୀବନ କର ଙ୍କ ଅଧ୍ୟକ୍ଷତା ରେ ପଢିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।
Ad..
ବିଶିଷ୍ଟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କପିଳେଶ୍ୱର ବାଗ ଓ ଶିକ୍ଷକ ଗୌର ସା ପ୍ରମୁଖ ଯୋଗ ଦେଇଥିଲେ ।ଛାତ୍ର ଛାତ୍ରୀ ଙ୍କ ମୌଖିକ ଭାଷା ର ବିକାଶ ,ପଠନ ଓ ଲେଖନୀ ମାଧ୍ୟମ ରେ ସୃଜନ ଶୀଳ ଦକ୍ଷତା ବୃଦ୍ଧି ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସାମିଲ ହୋଇ ଥିଲେ।
Ad..
କାର୍ଯ୍ୟକ୍ରମରେ ବନ୍ଦିତା ଦାଶ,ଡଲି ବାରିକ,ଘନ ଶ୍ୟାମ ମୟୂର ଚୁଲିଆ,ସଦାନନ୍ଦ ଶେଠ୍,ଗୋପୀ କାନ୍ତ ମେହେର,ବିକାଶ ବାଘେଲ୍ ସୀମା ପ୍ରଧାନ,ସୁନନ୍ଦା ମହାପାତ୍ର, ରୀମା ଭୋଇ,ଶୁଭଶ୍ରୀ କୁମ୍ଭାର,ସୁଜାତା ମହାପାତ୍ର,ସବିତା ଦୋରା,ସୁଜାତା ଦୀପ...
Ad..
ଜାହ୍ନବୀ କାଲୋ ରଞ୍ଜିତା ସାହୁ,ମଧୁସ୍ମିତା ବିଶ୍ଵାଳ,ସଞ୍ଜୁ ପ୍ରଧାନ ,ଜିତେନ୍ଦ୍ର ପ୍ରଧାନ,ସୁଧାଂଶୁ ଶେଖର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଅବସର ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ।
Report : Bijay ku sahu
Edited by k.s thakur...




