କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସରେ ବହୁଭାଷୀ କବିତା ପାଠ...

କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସରେ ବହୁଭାଷୀ କବିତା ପାଠ...


କଣ୍ଟାବାଞ୍ଜି,୧୧/୦୧ : କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସରେ ବହୁଭାଷୀ କବିତା ପାଠ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଥିଲା। 

         Ad..


ଡ.ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି, କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।କବି ତୁଳସୀ ଜଗତ ଓ ଅଞ୍ଜଳି ମାଝୀ ଚାଳିଶରୁ ଉର୍ଦ୍ଧ୍ବ କବିତାକୁ ସଂଯୋଜନା କରିଥିଲେ।

Ad..


କବି ବିଭୁଦତ୍ତ ସାହୁ,ରବିନାରାୟଣ ତ୍ରିପାଠୀ, ସନାତନ କଟା, ନିରଞ୍ଜନ ରଣା, ଉମେଶ ବେହେରା, ଆଶୁତୋଷ ଠାକୁର, ପ୍ରଭାତ ମିଶ୍ର,ଯଶୋବନ୍ତ ମିଶ୍ର, ଶ୍ୟାମ ସୁନ୍ଦର ଗୁରୁ, ଭକ୍ତବନ୍ଧୁ  ମେହେର, ଦୀପା ନାୟକ,ରୋଶିନୀ ଭୋଇ,ବିକାଶ ନାଥ ଆଦି କବିତା ପାଠ କରିଥିଲେ।

Ad..






Edited by k.s thakur...

Post a Comment

Previous Post Next Post