କଣ୍ଟାବାଞ୍ଜି ନାଗରିକ କମିଟି ପ୍ରୟାସ ; ଅସହାୟ ବୃଦ୍ଧା ମହିଳାଙ୍କୁ ଅସ୍ତ୍ରୋପଚାର ପାଇଁ ରକ୍ତ ଦାନ ଦେଇ ସହାୟ ହେଲେ ରାମସେନା...
କଣ୍ଟାବାଞ୍ଜି,୧୭/୦୧ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଜାମୁଟଝୁଲା ଗ୍ରାମ ର ଜଣେ ଅସହାୟ ବୃଦ୍ଧାଙ୍କୁ କଣ୍ଟାବାଞ୍ଜି ନାଗରିକ କମିଟି ତରଫରୁ ତାଙ୍କୁ କିଛି ଦିନ ତଳେ କଣ୍ଟାବାଞ୍ଜି ମୁଖ୍ୟ ଚିକିତ୍ସାଳୟ ରୁ ସ୍ଥାନ୍ତାରିତ କରି ବଲାଙ୍ଗୀର ସହରରେ ଅବସ୍ଥିତ...
Ad..
ସ୍ୱରାଜ ହସ୍ପିଟାଲ ରେ ଆଡମିଟ କରି ତାଙ୍କ ଚିକତ୍ସାର ପ୍ରକ୍ରିୟା ଆରମ୍ଭ କରିଥିଲେ। କଣ୍ଟାବାଞ୍ଜି ନାଗରିକ କମିଟି କୁ ତାଙ୍କର କିଛି ଦିନ ପରେ ଅପରେସନ ହେବ ଏବଂ AB+ ବ୍ଲଡ଼ ପାଇଁ ଡାକ୍ତର କହିଥିଲେ।
Ad..
ଗତକାଲି କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଅରୁନ କୁମାର ତାଣ୍ଡି, ଉପ ସଭାପତି ରାଜୁ ଛତ୍ରିଆ ସହ ସମ୍ପାଦକ ଜିତୁ ସୁନା,ପରାମର୍ଶ ଦାତା ଲୋକେଶ ଭୋଇ ଏବଂ ସଦସ୍ୟ ବିଦୁର ନାଗ ମଧ୍ୟ ଉପସ୍ଥିତ ରହି ଓ ଦୁଇ ଦିନର ଚେଷ୍ଟା ପରେ...
Ad..
ବଲାଙ୍ଗୀର ଜିଲ୍ଲାର ରାକେଶ ଜେନାଙ୍କୁ ଯୋଗା ଯୋଗ କଲା ପରେ ସେମାନେ ବଲାଙ୍ଗୀର ସହରର ରାମସେନା ସଦସ୍ୟ କୁ ଡାକି ବ୍ଲଡ଼ ଯୋଗାଇ ଦେଇଥିଲେ ଏବଂ କଣ୍ଟାବାଞ୍ଜି ନାଗରିକ କମିଟି ପ୍ରୟାସ ସଫଳ ହୋଇଛି।
Edited by k.s thakur...
Tags:
blood donation
bolangir
bolangir daily current affairs
kantabanji
kantabanji nagrik committee
latest news
latest update
odisha daily current affairs
odisha news
old woman
operation




